ରେକର୍ଡ ଛୁଇଁଲା ପେଟ୍ରୋଲ, ଡିଜେଲ୍ ଦର

ନୂଆଦିଲ୍ଲୀ/ଭୁବନେଶ୍ୱର : ଦେଶରେ କିଛିଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ୨୦୧୮ ସେପ୍ଟେମ୍ବର ଠାରୁ ଅର୍ଥାତ ଗତ ପ୍ରାୟ ୨ ବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଦେଶରେ ‌ସର୍ବୋଚ୍ଚ ସ୍ତର ଛୁଇଁଛି। ମୁମ୍ବାଇରେ ପେଟ୍ରୋଲ ଦର ୯୦ ଟଙ୍କା ଟପି ଯାଇଥିବା ବେଳେ ଡିଜେଲ ଦର ୮୦ ଟଙ୍କା ଟପିଯାଇଛି। ଭୁବନେଶ୍ବରରେ ମଧ୍ୟ ଦୀର୍ଘ ଦିନ ପରେ ପେଟ୍ରୋଲ … Continue reading ରେକର୍ଡ ଛୁଇଁଲା ପେଟ୍ରୋଲ, ଡିଜେଲ୍ ଦର